অর্থ : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ
							উদাহরণ : 
							ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ
							
সমার্থক : ଘାଣ୍ଟିବା
অন্যান্য ভাষায় অনুবাদ :
অর্থ : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
							উদাহরণ : 
							ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
							
অন্যান্য ভাষায় অনুবাদ :