অর্থ : କୌଣସି ବିଶିଷ୍ଟ ସମୟ
							উদাহরণ : 
							ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
							
সমার্থক : ଅବକାଶ
অন্যান্য ভাষায় অনুবাদ :
অর্থ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
							উদাহরণ : 
							ସମୟ କାହାରିକୁ ଅପେକ୍ଷା କରେ ନାହିଁ  ଆପଣ କେଉଁ ଯୁଗର କଥା କହୁଛନ୍ତି  ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ  ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
							
সমার্থক : କାଳ, ଦିନ, ବେଳା, ଯୁଗ, ସମୟ
অন্যান্য ভাষায় অনুবাদ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.