অর্থ : ଅସାବଧାନ ରହିବା ଅବସ୍ଥା
							উদাহরণ : 
							ଅସାବଧାନତା ଯୋଗୁଁ ମୋହନର ଗୋଟିଏ ଗାଡ଼ି ସହିତ ଧକ୍କା ହେଲା
							
সমার্থক : ଅମନଯୋଗିତା, ଅସାବଧାନତା, ସାବଧାନହୀନତା
অন্যান্য ভাষায় অনুবাদ :
অর্থ : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
							উদাহরণ : 
							ସେ ଭାରି ଉଦାସ ଦେଖାଯାଉଛି
							
সমার্থক : ଅପ୍ରସନ୍ନତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
অন্যান্য ভাষায় অনুবাদ :
उदास होने की अवस्था या भाव।
उसके चेहरे पर उदासी छायी हुई थी।