অর্থ : କାହା ପାଇଁ ଜାଗା ସୁରକ୍ଷିତ କରିବା
							উদাহরণ : 
							ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ
							
সমার্থক : ଆରକ୍ଷଣ କରିବା
অন্যান্য ভাষায় অনুবাদ :
অর্থ : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା
							উদাহরণ : 
							ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ
							
সমার্থক : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା