অর্থ : ନାଲି ପଡ଼ିଯାଇଥିବା
							উদাহরণ : 
							ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
							
অন্যান্য ভাষায় অনুবাদ :
অর্থ : ଲାଲ କରାଯାଇଥିବା
							উদাহরণ : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
সমার্থক : ଅରୁଣିତ, ରକ୍ତାଭ, ଲାଲବର୍ଣ୍ଣଯୁକ୍ତ, ଲୋହିତ
অন্যান্য ভাষায় অনুবাদ :
অর্থ : ଲହୁ ବା ରକ୍ତ ରଙ୍ଗର
							উদাহরণ : 
							ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ  ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
							
সমার্থক : ରକ୍ତବର୍ଣ୍ଣ, ରକ୍ତାଭ, ଲୋହିତ
অন্যান্য ভাষায় অনুবাদ :