অর্থ : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
							উদাহরণ : 
							ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
							
অন্যান্য ভাষায় অনুবাদ :
Amount of a charge or payment relative to some basis.
A 10-minute phone call at that rate would cost $5.অর্থ : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
							উদাহরণ : 
							ଏହି କାର୍ର ଦାମ୍ କେତେ ?
							
সমার্থক : ଦର, ଦାମ୍, ବାଣ, ମୂଲ୍, ମୂଲ୍ୟ
অন্যান্য ভাষায় অনুবাদ :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.