অর্থ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
							উদাহরণ : 
							କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
							
সমার্থক : ପତୁଳି ପକାଇବା, ବେଙ୍ଗଳାଇବା, ବେଙ୍ଗୁଳିବା
অন্যান্য ভাষায় অনুবাদ :
অর্থ : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
							
সমার্থক : ବେଙ୍ଗଳାଇବା
অন্যান্য ভাষায় অনুবাদ :