অর্থ : ଯାହା ଉପରେ ଆଲୋକ ପଡ଼ିଥାଏ
							উদাহরণ : 
							ସୂର୍ଯ୍ୟ କିରଣରେ ଆଲୋକିତ ଚନ୍ଦ୍ରମାରେ ଉଷ୍ଣତା ନଥାଏ
							
সমার্থক : ଅବଭାସିତ, ଆଲୋକିତ, ଉଜ୍ୱଳିତ, ଦୀପ୍ତିମନ୍ତ, ପ୍ରଦୀପ୍ତ
অন্যান্য ভাষায় অনুবাদ :
Provided with artificial light.
Illuminated advertising.অর্থ : ଯାହା ଛପାହୋଇ ଲୋକଲୋଚନକୁ ଆସିଯାଇଛି
							উদাহরণ : 
							ଶ୍ରୀବାସ୍ତବ ବାବୁ ତାଙ୍କ ପ୍ରକାଶିତ ପୁସ୍ତକ ମୋତେ ଉପହାର ଦେଲେ
							
অন্যান্য ভাষায় অনুবাদ :