অর্থ : ଯେ ବହୁତ ଦୟାଳୁ
							উদাহরণ : 
							ସେଠ ଦୟାରାମ ହେଉଛନ୍ତି ଦୟାବନ୍ତ, ସେ ଗରିବଙ୍କ ସେବାରେ ନିଜର ସବୁକିଛି ଅର୍ପଣ କରିଦେଇଛନ୍ତି
							
সমার্থক : କୃପାନିଧି, କୃପାସିନ୍ଧୁ, ଦୟାନିଧି, ଦୟାବାନ, ଦୟାସାଗର
অন্যান্য ভাষায় অনুবাদ :
Having or proceeding from an innately kind disposition.
A generous and kindhearted teacher.