অর্থ : ରଖିବାକାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ସମୀରା ତା ଗହଣା ଲକରରେ ରଖାଇଲା
							
সমার্থক : ଗଚ୍ଛିତକରାଇବା, ରଖାଇବା
অন্যান্য ভাষায় অনুবাদ :
অর্থ : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
							উদাহরণ : 
							ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
							
অন্যান্য ভাষায় অনুবাদ :
অর্থ : ଲଦିବାର କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ଶେଠ ଶ୍ରମିକମାନଙ୍କଦ୍ୱାରା ଟ୍ରକରେ ଜିନିଷ ଲଦାଇଲେ
							
সমার্থক : ବୋଝେଇ କରାଇବା, ଲଦାଇବା
অন্যান্য ভাষায় অনুবাদ :