অর্থ : ଧୂଆଁପତ୍ରରୁ ତିଆରି ଏକ ବିଶେଷ ପ୍ରକାରର ପଦାର୍ଥ ଯାହାକୁ ଚିଲମରେ ଭରିବାପରେ ନିଆଁ ଲଗାଇ ଟଣାଯାଏ
							উদাহরণ : 
							ତମ୍ବାଖୁ ସେବନ କରିବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
							
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ଗଛ ଯାହାର ପତ୍ର ଅନେକ ପ୍ରକାର ନିଶା ଜାତୀୟ ଦ୍ରବ୍ୟ ରୂପରେ ବ୍ୟବହାର କରାଯାଏ
							উদাহরণ : 
							ସେ ତମ୍ବାଖୁ ଚାଷ କରେ
							
সমার্থক : ଧୂଆଁ ପତ୍ର
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ତମ୍ବାଖୁରେ ବ୍ୟବହୃତ ଶୁଖିଲା ପତ୍ର ଯାହାକୁ ବିଡ଼ି, ସିଗାରେଟଆଦିରେ ଭର୍ତ୍ତିକରି ପିଆଯାଏ କିମ୍ବା ଯାହାକୁ ଚୂନ ସହିତ ଖିଆଯାଏ
							উদাহরণ : 
							ସେ ତମ୍ବାଖୁ ସେବନ କରୁଛି
							
সমার্থক : ଧୂଆଁ ପତ୍ର
অন্যান্য ভাষায় অনুবাদ :