অর্থ : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
							উদাহরণ : 
							ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
							
সমার্থক : ଅବନମିତ ହେବା, ନଇଁବା
অন্যান্য ভাষায় অনুবাদ :
অর্থ : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
							উদাহরণ : 
							ବୟସ ହେଲେ ଅଣ୍ଟା ନଇଁଯାଏ
							
সমার্থক : ନଇଁବା, ବଙ୍କା ହେବା
অন্যান্য ভাষায় অনুবাদ :