অর্থ : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
							উদাহরণ : 
							ସେ କାର୍ ଚଲାଉଛି
							
সমার্থক : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
অন্যান্য ভাষায় অনুবাদ :
অর্থ : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
							উদাহরণ : 
							ଅଟା ଦଳିବା ପୂର୍ବରୁ ତାକୁ ଚଲାଅ  ଜେଜେମା’ ଗହମ ଚଲାଉଛନ୍ତି
							
অন্যান্য ভাষায় অনুবাদ :
অর্থ : ସଞ୍ଚାଳନ କରିବା
							উদাহরণ : 
							ଆପଣ ଫୋନର ସଞ୍ଚାଳନ କରନ୍ତୁ
							
সমার্থক : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
অন্যান্য ভাষায় অনুবাদ :
অর্থ : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
							উদাহরণ : 
							ସେ ସିଲେଇ ମେସିନ୍ ଚଲାଉଛି  ବଢ଼େଇ ଭଅଁର ଚଲାଉଛି
							
সমার্থক : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
অন্যান্য ভাষায় অনুবাদ :
অর্থ : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
							উদাহরণ : 
							ଏହି କାମକୁ ଚାଲିବାକୁ ଦିଅନ୍ତୁ
							
সমার্থক : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
অন্যান্য ভাষায় অনুবাদ :
অর্থ : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
							উদাহরণ : 
							ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
							
সমার্থক : ମାର୍ଚ୍ଚ କରାଇବା
অন্যান্য ভাষায় অনুবাদ :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।অর্থ : ଚାଲିବାରେ ପ୍ରବୃତ୍ତ କରିବା
							উদাহরণ : 
							ସେ ଛୁଆର ହାତ ଧରିକରି ଚଲାଉଛି
							
অন্যান্য ভাষায় অনুবাদ :
অর্থ : ପବନରେ ଏପଟ ସେପଟ ହଲିବା
							উদাহরণ : 
							ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ
							
অন্যান্য ভাষায় অনুবাদ :