অর্থ : ଶରୀର ଭିତରେ ସନ୍ଧିସ୍ଥାନରେ ଥିବା ରସ
							উদাহরণ : 
							ତାଙ୍କର କେତେକ ଗଣ୍ଠିରୁ ରସ ଶୁଖିଗଲାଣି
							
সমার্থক : ଖଞ୍ଜା
অন্যান্য ভাষায় অনুবাদ :
অর্থ : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
							উদাহরণ : 
							ମୋ  ଆଙ୍ଗୁଠି ଗଣ୍ଠି  ଦରଜ ଅଛି
							
অর্থ : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
							উদাহরণ : 
							ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
							
অন্যান্য ভাষায় অনুবাদ :
অর্থ : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
							উদাহরণ : 
							ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
							
সমার্থক : ଗ୍ରନ୍ଥି
অন্যান্য ভাষায় অনুবাদ :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organঅর্থ : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
							উদাহরণ : 
							ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
							
সমার্থক : ଅବୟବ ସନ୍ଧି, ଜୋଡ଼
অন্যান্য ভাষায় অনুবাদ :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint