অর্থ : ମାଛ ଧରୁଥିବା ଏକ ଜାତି
							উদাহরণ : 
							କେତେକ ଗ୍ରାମୀଣ କ୍ଷେତ୍ରରେ ଏବେବି କେଉଟ ଜାତି ନିଜ ପେଶାରେ ଲାଗିଛନ୍ତି
							
সমার্থক : କୈବର୍ତ୍ତ, ଧୀବର, ମାଛୁଆ
অন্যান্য ভাষায় অনুবাদ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ନୌକା ଚଳାଇବା କାମ କରୁଥିବା ଏକ ଜାତି
							উদাহরণ : 
							ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
							
সমার্থক : ନାବିକ, ମଲ୍ହା, ମଲ୍ହା ଜାତି
অন্যান্য ভাষায় অনুবাদ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ଯିଏ ମାଛ ଧରି ବିକ୍ରିକରେ
							উদাহরণ : 
							ସମୁଦ୍ରରେ ଝଡ଼ ଆସିବାରୁ ଧୀବରମାନେ ମାଛ ଧରିବାକୁ ଯାଇପାରିଲେ ନାହିଁ
							
অন্যান্য ভাষায় অনুবাদ :