অর্থ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
							উদাহরণ : 
							କଂସେଇ ଛେଳିର ଚମଡା ଉତାରୁଛି
							
অন্যান্য ভাষায় অনুবাদ :
Peel off the outer layer of something.
peel offঅর্থ : କୋଷ, ଥଳି ଆଦିରୁ କୌଣସି ବସ୍ତୁକୁ ଜଲ୍ଦି ବା ଏକ ଝଟକାରେ ବାହାରକୁ ବାହାର କରିବା
							উদাহরণ : 
							ରାଜା ଖୋଳରୁ ତଲବାର କାଢ଼ିଲେ
							
সমার্থক : ବାହାର କରିବା
অন্যান্য ভাষায় অনুবাদ :
Move or pull with a sudden motion.
twitchঅর্থ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
							উদাহরণ : 
							ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
							
সমার্থক : ବାହାର କରିବା
অন্যান্য ভাষায় অনুবাদ :