অর্থ : ଯେଉଁ ପଦାର୍ଥ ନିଆଁଦ୍ବାରା ଦହକି ଉଠେ
							উদাহরণ : 
							ଲାଖ, ବାରୁଦ ଆଦି ଆଗ୍ନେୟ ଶ୍ରେଣୀର ଅନ୍ତର୍ଗତ
							
অন্যান্য ভাষায় অনুবাদ :
অর্থ : ଯାହାର ଦେବତା ଅଗ୍ନି
							উদাহরণ : 
							ଆଗ୍ନେୟ ଯଜ୍ଞରେ ଦିଆଯାଇଥିବା ଆହୁତି ଅଗ୍ନି ଦେବତାଙ୍କୁ ମିଳେ
							
অন্যান্য ভাষায় অনুবাদ :
অর্থ : ଅଗ୍ନି ସମ୍ବନ୍ଧିତ ବା ଅଗ୍ନିର
							উদাহরণ : 
							ଆତଙ୍କବାଦୀମାନେ ଆଗ୍ନେୟ ଅସ୍ତ୍ରସହ ପ୍ରସ୍ତୁତ ଥିଲେ
							
সমার্থক : ଅଗ୍ନିକ
অন্যান্য ভাষায় অনুবাদ :
Capable of catching fire spontaneously or causing fires or burning readily.
An incendiary agent.