অর্থ : ଜୈନ ମତାନୁସାରେ ମରଣ ସମୟ ପାଖେଇ ଆସିବା ଜାଣି ଖାଦ୍ୟପାନୀୟର ପରିତ୍ୟାଗ
							উদাহরণ : 
							ଜୈନ ଧର୍ମାବଲମ୍ବୀମାନେ ଅନଶନକୁ ପବିତ୍ର ବୋଲି ମାନନ୍ତି
							
অন্যান্য ভাষায় অনুবাদ :
অর্থ : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
							উদাহরণ : 
							ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
							
অন্যান্য ভাষায় অনুবাদ :
A voluntary fast undertaken as a means of protest.
hunger strike