সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
উদাহরণ : ବସନ୍ତର ଶୋଭା ଚାରିଆଡେ ଦିଶୁଛି
সমার্থক : କାନ୍ତି, ଶୋଭା
অন্য ভাষালৈ অনুবাদ :हिन्दी English
सुहावना होने या लगने की अवस्था या भाव।
Pleasantness resulting from agreeable conditions.
অর্থ : ଯାହା ସରସ ଓ ସୁନ୍ଦର
উদাহরণ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ
সমার্থক : ଦ୍ୟୁତି, ଲାବଣ୍ୟ
অর্থ : ଶୋଭିତ ହେବାର ଅବସ୍ଥା ବା ଭାବ
উদাহরণ : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ
সমার্থক : କାନ୍ତି, ଛବି, ଦୀପ୍ତି, ରମଣୀୟତା, ଶୋଭା, ସୁନ୍ଦରତା
शोभित होने की अवस्था या भाव।
A quality that outshines the usual.
অর্থ : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
উদাহরণ : ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
সমার্থক : ଚେହେରା, ରୂପ
অন্য ভাষালৈ অনুবাদ :हिन्दी
किसी स्त्री का (उत्कृष्ट) शारीरिक सौंदर्य।
ইনস্টল