সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ନିଜ ସ୍ୱାମୀଙ୍କ ମୃତଦେହ ସହିତ ଚିତାରେ ଝାସ ଦେଉଥିବା ସ୍ତ୍ରୀ
উদাহরণ : ମୋଗଲ ସମୟରେ ଅଧିକାଂଶ କ୍ଷତ୍ରିୟ ସ୍ତ୍ରୀ ନିଜ ସ୍ୱାମୀଙ୍କ ମୃତ୍ୟପରେ ନିଜେ ସତୀ ହୋଇଯାଉଥିଲେ
অন্য ভাষালৈ অনুবাদ :हिन्दी
अपने पति की मृतदेह के साथ चिता में जल जानेवाली स्त्री।
অর্থ : ଦକ୍ଷ ପ୍ରଜାପତିଙ୍କ କନ୍ୟା
উদাহরণ : ସତୀଙ୍କ ସହିତ ଭଗବାନ ଶିବଙ୍କ ବିବାହ ହୋଇଥିଲା
সমার্থক : ଦକ୍ଷ କନ୍ୟା, ଦକ୍ଷଜା
অন্য ভাষালৈ অনুবাদ :हिन्दी English
दक्ष प्रजापति की कन्या।
A female deity.
অর্থ : ଯେଉଁ ସ୍ତ୍ରୀ ନିଜ ପତି ପ୍ରତି ଅନନ୍ୟ ଅନୁରାଗ ପ୍ରଦର୍ଶନ କରେ ଓ ତାର ସମ୍ପୂର୍ଣ୍ଣ ସେବା କରେ
উদাহরণ : ସୁଲୋଚନା ପତିବ୍ରତା ନାରୀ ଥିଲେ
সমার্থক : ପତିପରାୟଣା, ପତିବ୍ରତା
(स्त्री) जो अपने पति में अनन्य अनुराग रखती हो और यथाविधि उसकी पूरी सेवा करती हो।
Not having sexual relations with anyone except your husband or wife, or your boyfriend or girlfriend.
ইনস্টল