অর্থ : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
উদাহরণ :
ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
অন্য ভাষালৈ অনুবাদ :
অর্থ : ଲୋଚାକୋଚା ହେବା ଅବସ୍ଥା
উদাহরণ :
ଲୁଗାର ଲୋଚାକୋଚା ଅବସ୍ଥା ଦେଖି ତାକୁ ବହୁତ ରାଗ ମାଡିଲା
সমার্থক : ଲୋଚାକୋଚା ଅବସ୍ଥା, ଲୋଚାଣ
অন্য ভাষালৈ অনুবাদ :
The way something is with respect to its main attributes.
The current state of knowledge.