সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଗଣ୍ଠି ସ୍ଥାନରେ ହେଉଥିବା ଯନ୍ତ୍ରଣା
উদাহরণ : ମୋର ଆଣ୍ଠୁରେ ବିନ୍ଧା ହେଉଛି
সমার্থক : ପୀଡ଼ା, ବିନ୍ଧା
অন্য ভাষালৈ অনুবাদ :हिन्दी
जोड़ों में होनेवाला दर्द।
অর্থ : ଶରୀର କିମ୍ବା ମନକୁ ଦିଆଯାଉଥିବା ବା ହେଉଥିବା ପୀଡ଼ା
উদাহরণ : ଭାରତକୁ ସ୍ୱାଧୀନ କରିବାପାଇଁ ଦେଶଭକ୍ତମାନଙ୍କୁ ବହୁତ କଷ୍ଟ ସହିବାକୁ ପାଡ଼ିଛି
সমার্থক : କଷ୍ଟ, ଦୁଃଖ, ଯାତନା
অন্য ভাষালৈ অনুবাদ :हिन्दी English
शरीर या मन को दी जानेवाली या होनेवाली पीड़ा।
Extreme distress of body or mind.
অর্থ : ରହିରହି ହେଉଥିବା କଷ୍ଟ
উদাহরণ : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
সমার্থক : ଦରଜ, ପୀଡ଼ା
रह-रहकर उठनेवाला दर्द।
A sudden sharp feeling.
অর্থ : ଅତ୍ୟନ୍ତ ଦୁଃଖ
উদাহরণ : ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧା ଆତ୍ମ ସନ୍ତାପକୁ କମ କରେ
সমার্থক : ଅନ୍ତର୍ଦାହ, ମନସ୍ତାପ, ସନ୍ତାପ
अत्यंत दुख।
Misery resulting from affliction.
ইনস্টল