অর্থ : ସୁବିଧାକୁ ଭୋଗ କରିବାର ପ୍ରକ୍ରିୟା
উদাহরণ :
ସାମନ୍ତ ଯୁଗରେ ସାମନ୍ତମାନେ ଭୋଗବିଳାସରେ ଜୀବନ ବିତାଉଥିଲେ
সমার্থক : ଆନନ୍ଦ କ୍ରୀଡ଼ା, ମୌଜ, ମୌଜମସ୍ତି, ସମ୍ଭୋଗ
অন্য ভাষালৈ অনুবাদ :
Dissolute indulgence in sensual pleasure.
dissipation, dissolution, licentiousness, looseness, profligacy