সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
উদাহরণ : ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
সমার্থক : ପାଳି
অন্য ভাষালৈ অনুবাদ :हिन्दी English
आगे-पीछे के क्रम से आनेवाला अवसर या मौका।
(game) the activity of doing something in an agreed succession.
অর্থ : ହାତରେ ଖେଳାଯାଉଥିବା ଖେଳଗୁଡ଼ିକରେ ପ୍ରତ୍ୟେକ ଖେଳାଳୀର ଖେଳିବା ପାଳି
উদাহরণ : ଏବେ କାହାର ପାଳି
অন্য ভাষালৈ অনুবাদ :हिन्दी
हाथ से खेले जाने वाले खेलों में हर खिलाड़ी के खेलने की बारी।
অর্থ : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
উদাহরণ : ଏବେ ରାମର ପାଳି
সমার্থক : ନମ୍ବର, ପାଳି
कोई कार्य करने या खेल खेलने का वह अवसर जो सब खिलाड़ियों को बारी-बारी से मिलता है।
ইনস্টল