সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପଶା ଖେଳର ଏକ ଦାନ
উদাহরণ : ବୁଦ୍ଧିମାନ୍ ପଶାଖେଳାଳି ଏକ ସୈନିକ ଦ୍ୱାରା ବାଦଶାହାକୁ ମାରିଲା
সমার্থক : ରାଜା
অন্য ভাষালৈ অনুবাদ :हिन्दी English
शतरंज का एक मोहरा।
(chess) the weakest but the most important piece.
অর্থ : ବଡ଼ ମୋଗଲ ସମ୍ରାଟ
উদাহরণ : କେତେକ ବାଦଶାହା କୃଷକଙ୍କ ଉପରେ ଅନେକ ପ୍ରକାରର ଖଜଣା ଲଦି ଦେଉଥିଲେ
সমার্থক : ଶାହ, ସୁଲତାନ
बड़ा मुगल राजा।
The ruler of a Muslim country (especially of the former Ottoman Empire).
অর্থ : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
উদাহরণ : ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
সমার্থক : ରାଣୀ
* वह खिलाड़ी जो किसी विशेष खेल के क्षेत्र में चोटी पर या सबसे ऊपर हो।
A competitor who holds a preeminent position.
অর্থ : ବାଦ୍ଶାହ ଚିତ୍ରିତ ତାସ୍
উদাহরণ : ସେ ରଙ୍ଗ ଦୁଆରେ ବାଦଶାହାକୁ କାଟିଲା
बादशाह के चित्र वाला ताश का एक पत्ता।
One of the four playing cards in a deck bearing the picture of a king.
ইনস্টল