অর্থ : ଯାହାର ପ୍ରତାପ ବା ପ୍ରଭାବ ହୁଏ
উদাহরণ :
ପ୍ରଭାବଶାଳୀ ଠାକୁରଙ୍କୁ ଗାଁର ସବୁଲୋକ ସମ୍ମାନ ଦିଅନ୍ତି
সমার্থক : ପ୍ରଭାବଶାଳୀ, ପ୍ରଭାବଶୀଳ, ପ୍ରଭାବୀ
অন্য ভাষালৈ অনুবাদ :
অর্থ : ଯାହାଙ୍କର ବହୁତ ଅଧିକ ପ୍ରତାପ ଅଛି
উদাহরণ :
ରାବଣ ଜଣେ ପ୍ରତାପୀ ରାଜା ଥିଲା
সমার্থক : ପ୍ରତାପଶାଳୀ
অন্য ভাষালৈ অনুবাদ :