অর্থ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
উদাহরণ :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
অন্য ভাষালৈ অনুবাদ :
অর্থ : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
উদাহরণ :
ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
অন্য ভাষালৈ অনুবাদ :
অর্থ : ଜାହାଜ ବା ନାଆର ଢାଞ୍ଚା
উদাহরণ :
ଜାହାଜର ପେଟର ଅଧିକାଂଶ ପାଣିରେ ରହେ
অন্য ভাষালৈ অনুবাদ :