অর্থ : ଛୋଟ ଗଣ୍ଠିଳି
উদাহরণ :
ସୁଦାମା ପୁଟୁଳିରେ ବନ୍ଧା ହୋଇଥିବା ଖୁଦକୁ ଶ୍ରୀକୃଷ୍ଣଙ୍କଠୁ ଲୁଚେଇ ରଖିଥିଲେ
অন্য ভাষালৈ অনুবাদ :
অর্থ : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
উদাহরণ :
ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
অন্য ভাষালৈ অনুবাদ :