অর্থ : ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି
উদাহরণ :
ମହେଶ ପଚିଶା ପାର କରିଗଲାଣି
অন্য ভাষালৈ অনুবাদ :
অর্থ : ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର
উদাহরণ :
ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ
অন্য ভাষালৈ অনুবাদ :