সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେଉଁଥିରେ ଇଚ୍ଛା ନାହିଁ
উদাহরণ : ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ
সমার্থক : ଆକାଂକ୍ଷାହୀନ, ଇଚ୍ଛାହୀନ, ନିଷ୍ପୃହ
অন্য ভাষালৈ অনুবাদ :हिन्दी English
जिसमें इच्छा न हो।
Free from physical desire.
অর্থ : ଯେଉଁଥିରେ କାମବାସନା ନାହିଁ
উদাহরণ : ସ୍ୱାମୀ ବିବେକାନନ୍ଦ କାମନାହୀନ ବ୍ୟକ୍ତି ଥିଲେ
সমার্থক : କାମନାହୀନ, କାମହୀନ, ବାସନାହୀନ
जिसमें काम वासना न हो।
অর্থ : ଯାହା କୌଣସି କାମନା ବା ଇଚ୍ଛା ବିନା କରାଯାଏ
উদাহরণ : ଗୀତାରେ ନିଷ୍କାମ କର୍ମ କରିବାପାଇଁ ଗୁରୁତ୍ୱ ଦିଆଯାଇଛି
সমার্থক : କାମନାହୀନ
जो बिना किसी कामना या इच्छा से किया जाए।
ইনস্টল