অর্থ : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
উদাহরণ :
ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
সমার্থক : ନିର୍ଗମନ
অন্য ভাষালৈ অনুবাদ :
অর্থ : କୌଣସି ଭବନ,ପ୍ରାସାଦ ଆଦିର ବାହାରକୁ ବାହାରିଥିବା ଭାଗ
উদাহরণ :
ବାରଣ୍ଡା ଏକ ପ୍ରକାରର ନିଷ୍କାଶ
সমার্থক : ନିଷ୍କାଶ, ବହିର୍ଗମନ ପଥ
অন্য ভাষালৈ অনুবাদ :
Any structure that branches out from a central support.
projectionঅর্থ : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
উদাহরণ :
ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
সমার্থক : ନିର୍ଗମନ
অন্য ভাষালৈ অনুবাদ :