অর্থ : କାମରେ ଲଗେଇବା
উদাহরণ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
সমার্থক : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ଭର୍ତ୍ତି କରିବା, ରଖିବା
অন্য ভাষালৈ অনুবাদ :
काम पर लगाना।
इस काम के लिए उसने सात आदमियों को नियुक्त किया।