অর্থ : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
উদাহরণ :
ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
অন্য ভাষালৈ অনুবাদ :
অর্থ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
উদাহরণ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
অন্য ভাষালৈ অনুবাদ :