সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ
উদাহরণ : ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି
সমার্থক : କୋରଖ
অন্য ভাষালৈ অনুবাদ :हिन्दी English
अधिकारी अथवा राज्य द्वारा दंड स्वरूप किसी अपराधी की संपत्ति का हरण।
Seizure by the government.
অর্থ : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା
উদাহরণ : ମା ସକାଳୁ ଗୁମ୍ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ
সমার্থক : ଗୁମ୍, ଦମନ, ନିସ୍ତବ୍ଧତା, ନିୟନ୍ତ୍ରଣ
অন্য ভাষালৈ অনুবাদ :हिन्दी
मनोभाव आदि को नियंत्रित रखने की क्रिया।
অর্থ : ହଜି ଯାଇଥିବା, ଚୋରି ହୋଇଥିବା, ବା ନ ମିଳୁଥିବା ବସ୍ତୁ ଆଦିକୁ ଖୋଜି ବାହାର କରିବା
উদাহরণ : ପୋଲିସ ମୁଖିଆଙ୍କ ଘରୁ ଚୋରି ଜିନିଷ ଜବତ କଲା
खोई हुई, चोरी गई या न मिलती हुई (वस्तु आदि) जो कहीं से ढूँढ़कर बाहर निकाली जाए।
Come upon unexpectedly or after searching.
অর্থ : ଜବତ କରାଯାଇଥିବା
উদাহরণ : କାଲି ଅଧିକୃତ ଧନର ନିଲାମ କରାଯିବ
সমার্থক : ଅଧିକୃତ
जब्त किया हुआ।
অর্থ : ଯାହା କୋରଖ ହୋଇଛି
উদাহরণ : କୃଷକ ବାଜ୍ୟାପ୍ତ ଜମିକୁ ଫେରସ୍ତ ପାଇବାପାଇଁ ଅନସନ ଆରମ୍ଭକରିଦେଇଛି
সমার্থক : କୋରକି, କୋରଖି, ଜବଦ, ବାଜ୍ୟାପ୍ତ
जिसकी क़ुर्क़ी हुई हो।
ইনস্টল