সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଛୋଟ ଢାଳ
উদাহরণ : ସେ ଗୋଟିଏ ଘଡ଼ିଏ ଦୁଧ ଥରକରେ ପିଇଦେଲା
অন্য ভাষালৈ অনুবাদ :हिन्दी
छोटा लोटा।
অর্থ : ମାଟିରେ ତିଆରି ଏକ ବାସନ
উদাহরণ : ହାଣ୍ଡିରେ ଦୁଧ ରଖାଯାଏ
সমার্থক : ଆଟିକା, ହାଣ୍ଡି
मिट्टी का बना एक बरतन।
অর্থ : ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ
উদাহরণ : ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି
সমার্থক : ଘଣ୍ଟା
অন্য ভাষালৈ অনুবাদ :हिन्दी English
वह यंत्र जिससे घंटे और मिनट आदि के हिसाब से समय का पता लगता है।
A timepiece that shows the time of day.
অর্থ : ମାଟିରେ ନିର୍ମିତ ଏକ ପ୍ରକାର ଆଟିକା
উদাহরণ : ତେଲ,ଘିଅ ଆଦି ଗରମ କରିବାପାଇଁ ଘଡ଼ି ବ୍ୟବହାର କରାଯାଏ
मिट्टी का बना एक प्रकार का बर्तन।
অর্থ : ଷାଠିଏ କ୍ଷଣ ବା ଚବିଶ ମିନିଟ୍ ସମୟ
উদাহরণ : ଆଜି ରାତିରେ ପିଲାଟି ଗୋଟିଏ ଘଡ଼ି ବି ଶୋଇଲା ନାହିଁ
সমার্থক : ଦଂଡ଼େ, ଦଣ୍ଡ
साठ पल या चौबीस मिनट का समय।
ইনস্টল