অর্থ : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
উদাহরণ :
ମୋ ଆଙ୍ଗୁଠି ଗଣ୍ଠି ଦରଜ ଅଛି
অর্থ : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
উদাহরণ :
ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
অন্য ভাষালৈ অনুবাদ :
অর্থ : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
উদাহরণ :
ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
সমার্থক : ଗ୍ରନ୍ଥି
অন্য ভাষালৈ অনুবাদ :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organঅর্থ : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
উদাহরণ :
ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
সমার্থক : ଅବୟବ ସନ୍ଧି, ଜୋଡ଼
অন্য ভাষালৈ অনুবাদ :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint