সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପ୍ରମାଣିତ କରାଯାଇଥିବା କଥା
উদাহরণ : ଓକିଲ କାରଣ ପାଇବାପାଇଁ ଲାଗିଛନ୍ତି
সমার্থক : ହେତୁ
অন্য ভাষালৈ অনুবাদ :हिन्दी English
प्रमाणित करने वाली बात।
A justification for something existing or happening.
অর্থ : ମୂଳ କାରଣ
উদাহরণ : ସମସ୍ୟାର କାରଣ ଉପରେ ଧ୍ୟାନ ଦେଇ ସମାଧାନ ଖୋଜନ୍ତୁ
অন্য ভাষালৈ অনুবাদ :हिन्दी
मूल कारण।
অর্থ : ଯାହା ପ୍ରଭାବରେ ବା ଫଳ ସ୍ୱରୂପ କୌଣସି କାମ ହୁଏ
উদাহরণ : ଏହି ଝଗଡ଼ାର କାରଣ କଣ? ଧୂଆଁର କାରଣ ହିଁ ନିଆଁ
সমার্থক : ଅର୍ଥ, ନିମିତ୍ତ, ମୂଳ, ହେତୁ
वह जिसके प्रभाव से या फलस्वरूप कोई काम हो।
Anything that contributes causally to a result.
ইনস্টল