অর্থ : ଯାହା ଅଧା ଖୋଲା ଓ ଅଧା ବନ୍ଦ
উদাহরণ :
ପିଲାଟି ସକାଳୁ ସକାଳୁ ଅଧାମୁଦା ଆଖିରେ ନିଜ ମାଆକୁ ଅନାଇ ରହିଥିଲା
সমার্থক : ଅଧାଖୋଲା, ଅର୍ଦ୍ଧମୁକୁଳିତ
অন্য ভাষালৈ অনুবাদ :
जो आधा खुला और आधा बंद हो।
बच्चा सुबह-सुबह अधमुँदी आँखों से अपनी माँ को निहार रहा था।