সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେ ବିଚଳିତ ନୁହେଁ
উদাহরণ : ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
সমার্থক : ଅବିଚଳିତ, ସ୍ଥିର
অন্য ভাষালৈ অনুবাদ :हिन्दी
जो विचलित न हो।
অর্থ : ଯିଏ ଚଞ୍ଚଳ ନୁହେଁ
উদাহরণ : ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
সমার্থক : ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
অন্য ভাষালৈ অনুবাদ :हिन्दी English
जो चंचल न हो।
Completely lacking in playfulness.
অর্থ : ଯାହାର ଚିତ୍ତ ସ୍ଥିର
উদাহরণ : ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
সমার্থক : ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିର, ସ୍ଥିରଚିତ୍ତ
जिसका चित्त स्थिर हो।
ইনস্টল