অর্থ : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ
							উদাহরণ : 
							ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା
							
সমার্থক : ଖାତା
অন্য ভাষালৈ অনুবাদ :
A record in which commercial accounts are recorded.
They got a subpoena to examine our books.অর্থ : ଯେଉଁ ଖାତାରେ ମାସିକ ଆୟବ୍ୟୟ ଲେଖାଯାଏ
							উদাহরণ : 
							ମୋ ହିସାବଖାତା କୁଆଡ଼େ ଗଲା?
							
অন্য ভাষালৈ অনুবাদ :
A record in which commercial accounts are recorded.
They got a subpoena to examine our books.অর্থ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
							উদাহরণ : 
							ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
							
সমার্থক : ବହି, ବହିଖାତା, ଲେଖାବହି, ହିସାବ ବହି
অন্য ভাষালৈ অনুবাদ :
A record in which commercial accounts are recorded.
They got a subpoena to examine our books.