অর্থ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
							উদাহরণ : 
							କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
							
অন্য ভাষালৈ অনুবাদ :
অর্থ : ଏକ ରାଗ
							উদাহরণ : 
							ଗାୟକ ହିଡୋଲ ରାଗ ଗାଇବାରେ ମସ୍ତ ଅଛନ୍ତି
							
সমার্থক : ହିଡୋଲ, ହିଡୋଲ ରାଗ, ହିଲ୍ଲୋଳ ରାଗ
অন্য ভাষালৈ অনুবাদ :
অর্থ : ଗୋଟିଏ ରତିବନ୍ଧ
							উদাহরণ : 
							କାମଶାସ୍ତ୍ରରେ ହିଲ୍ଲୋଳର ବର୍ଣ୍ଣନା ମିଳେ
							
অন্য ভাষালৈ অনুবাদ :