অর্থ : ମୂଳରୁ ପ୍ରାପ୍ତ କଟୁ ଗନ୍ଧ ନିର୍ଯାସ ବିଶେଷ କରି ଗୋଟିଏ ବୃକ୍ଷ
							উদাহরণ : 
							ହେଙ୍ଗୁରୁ ଏହି ନାମରେ ଏକ ବହୁତ ଉପଯୋଗୀ ବସ୍ତୁ ପ୍ରାପ୍ତ ହୋଇଥାଏ ଯାହା ମସଲା, ଔଷଧ ଆଦିରେ ବ୍ୟବହାର ହୁଏ
							
সমার্থক : ହେଙ୍ଗୁ
অন্য ভাষালৈ অনুবাদ :
অর্থ : ଆଫଗାନିସ୍ତାନ ଏବଂ ପାରସ୍ୟରେ ହେଉଥିବା ଏକ ପ୍ରକାର ଛୋଟ ଗଛର ଅଠା ବା ଦୁଧ ଯେଉଁଥିରୁ ବହୁତ ତୀବ୍ର ଗନ୍ଧ ବାହାରେ
							উদাহরণ : 
							ଔଷଧ ତଥା ମସଲାରୂପେ ହିଙ୍ଗୁର ବ୍ୟବହାର କରାଯାଏ
							
অন্য ভাষালৈ অনুবাদ :