অর্থ : ଯେଉଁ ହତିଆରରେ କାରୀଗର କୌଣସି ଜିନିଷ ଭାଙ୍ଗେ, ପିଟେ, ବାଡ଼ାଏ ଓ ଗଢ଼େ
							উদাহরণ : 
							ସେ କାନ୍ଥରେ ହାତୁଡ଼ି ଦ୍ୱାରା କଣ୍ଟା ପିଟୁଛି
							
অন্য ভাষালৈ অনুবাদ :
A hand tool with a heavy rigid head and a handle. Used to deliver an impulsive force by striking.
hammerঅর্থ : ପେଚକଣ୍ଟା ତିଆରି କରିବାପାଇଁ କମାରର ଏକ ପ୍ରକାର ଉପକରଣ
							উদাহরণ : 
							କମାର ହାତୁଡ଼ିରେ ପେଚକଣ୍ଟା ତିଆରି କରୁଛି
							
অন্য ভাষালৈ অনুবাদ :