অর্থ : ଚୋରି କରିବାପାଇଁ ପ୍ରବୃତ୍ତ କରିବା
							উদাহরণ : 
							ଜଗୁଆଳି କାରଖାନାର ଜିନିଷ ଚୋରାଇଲା
							
সমার্থক : ଅପହୃତ କରିବା, ଚୋରାଇବା, ଚୋରିକରିବା
অন্য ভাষালৈ অনুবাদ :
অর্থ : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
							উদাহরণ : 
							ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
							
সমার্থক : ଅପହରଣ କରିବା
অন্য ভাষালৈ অনুবাদ :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।