অর্থ : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
							উদাহরণ : 
							ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
							
সমার্থক : ଡରାଇବା, ଥରାଇବା, ଭୟଭୀତ କରାଇବା
অন্য ভাষালৈ অনুবাদ :
অর্থ : ହୃଦୟରେ ସ୍ପନ୍ଦନ ଉତ୍ପନ୍ନ କରିବା
							উদাহরণ : 
							ହୃଦ୍ଘାତରେ ପୀଡିତ ବ୍ୟକ୍ତିର ଛାତିକୁ ଧୀର ଭାବରେ ଦବାଇ ତାର ହୃଦୟକୁ ସ୍ପନ୍ଦିତ କରିବା ଆବଶ୍ୟକ
							
সমার্থক : ହୃଦ୍କ୍ରିୟା ଚାଲୁକରିବା
অন্য ভাষালৈ অনুবাদ :
दिल में धड़क उत्पन्न करना।
हृदयाघात से पीड़ित व्यक्ति के सीने को हल्के से दबाकर उसके हृदय को धड़काना चाहिए।