অর্থ : ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ
							উদাহরণ : 
							ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ
							
অন্য ভাষালৈ অনুবাদ :
A building where young people receive education.
The school was built in 1932.অর্থ : କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ
							উদাহরণ : 
							ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା
							
সমার্থক : ବିଦ୍ୟାଳୟ
অন্য ভাষালৈ অনুবাদ :
An educational institution's faculty and students.
The school keeps parents informed.