অর্থ : ଏକ୍କା, ବଳଦ ଗାଡି ଆଦିର ବମ ବା ଜୁଆଳିରେ ଥିବା କଣାରେ ଭର୍ତ୍ତି କରାଯାଉଥିବା ବାଡି
							উদাহরণ : 
							ଯୁଗ କୀଳକରେ ଯୋଚା ହୋଇଥିବା ପଶୁ  ବନ୍ଧା ବା ଛନ୍ଦା ହୋଇଥାଆନ୍ତି ଯେଉଁ କାରଣରୁ ଗାଡି ଆଦିରେ ଯୋଚା ହୋଇଥିବା ପଶୁ ନିୟନ୍ତ୍ରଣରେ ରହନ୍ତି
							
অন্য ভাষালৈ অনুবাদ :
অর্থ : ସନ୍ୟାସିନୀ ବା ସନ୍ୟାସୀ ରହୁଥିବା ଛୋଟ ବଖରା
							উদাহরণ : 
							ସନ୍ୟାସିନୀ ସେଲର ବାହାରେ ବସି ଚିନ୍ତା କରୁଛନ୍ତି
							
সমার্থক : ମଠ-କକ୍ଷ
অন্য ভাষালৈ অনুবাদ :