অর্থ : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
							উদাহরণ : 
							ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
							
সমার্থক : ନିରାପଦ
অন্য ভাষালৈ অনুবাদ :
অর্থ : ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ
							উদাহরণ : 
							ଆପଣଙ୍କ ପୁଅ ମୋ ପାଖରେ ସୁରକ୍ଷିତ
							
সমার্থক : ସଯତ୍ନରକ୍ଷିତ
অন্য ভাষালৈ অনুবাদ :
Free from danger or the risk of harm.
A safe trip.