অর্থ : ଯେଉଁଥିରେ ସୁଗନ୍ଧ ଅଛି
							উদাহরণ : 
							ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
							
সমার্থক : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ
অন্য ভাষালৈ অনুবাদ :
অর্থ : ଯେ ଗନ୍ଧ ସହ ଯୁକ୍ତ
							উদাহরণ : 
							ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି
							
সমার্থক : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ
অন্য ভাষালৈ অনুবাদ :
অর্থ : ସୁଗନ୍ଧିତ କରାଯାଇଥିବା
							উদাহরণ : 
							ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
							
সমার্থক : ସୁବାସିତ
অন্য ভাষালৈ অনুবাদ :
অর্থ : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)
							উদাহরণ : 
							ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା
							
অন্য ভাষালৈ অনুবাদ :