অর্থ : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
							উদাহরণ : 
							ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
							
অন্য ভাষালৈ অনুবাদ :
A feeling of extreme pleasure or satisfaction.
His delight to see her was obvious to all.অর্থ : ଗୋଟିଏ ବର୍ଣ୍ଣବୃତ୍ତ
							উদাহরণ : 
							ସୁଖର ପ୍ରତ୍ୟେକ ଚରଣରେ ଆଠ ସଗଣ ଏବଂ ଦୁଇ ଲଘୁ ଥାଏ
							
অন্য ভাষালৈ অনুবাদ :
অর্থ : ସୁଖୀ ଓ ସୁସ୍ଥ ରହିବାର ଅବସ୍ଥା
							উদাহরণ : 
							ଘରେ ସମସ୍ତେ କୁଶଳରେ ଅଛନ୍ତି
							
অন্য ভাষালৈ অনুবাদ :
অর্থ : ତୃପ୍ତ ବା ସନ୍ତୁଷ୍ଟ କରିବାର ପ୍ରକ୍ରିୟା ବା ଭାବ
							উদাহরণ : 
							ଭୌତିକ ପଦାର୍ଥଦ୍ୱାରା ଇନ୍ଦ୍ରିୟ ତୃପ୍ତି କ୍ଷଣିକ ହୋଇଥାଏ
							
অন্য ভাষালৈ অনুবাদ :
Act of fulfilling a desire or need or appetite.
The satisfaction of their demand for better services.